Advertisment

୨୦୦୦ ଟଙ୍କାରେ କାମ ଶେଷ!

ପୁଅ ଶୁଦ୍ଧକ୍ରିୟା ଭୋଜି ଦେଇ ନପାରିବାରୁ ଗାଆଁରୁ ବାସନ୍ଦ ହୋଇ ହାଡ଼ଭଙ୍ଗା  ଶୀତରେ ପଲାତଳେ ଜୀବନ ବିତାଉଛନ୍ତି ବିଧବା ମହିଳା। ଏନେଇ ଆମେ ଖବର ପ୍ରସାରଣ କରିବା ପରେ ତତ୍ପର ହୋଇଥିଲା ପ୍ରଶାସନ। ଆନନ୍ଦପୁର ଉପଜିଲ୍ଲାପାଳ ଓ sdpo ଗାଁରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟ ବିଭାଗର ଏକ ଦଳ ବି ମହିଳାଙ୍କ ଅସ୍ଥାୟୀ ପଲା ନିକଟରେ ପହଁଚି ତାଙ୍କ ଭଲମନ୍ଦ ବୁଝିଥିଲେ।

୨୦୦୦ ଟଙ୍କାରେ କାମ ଶେଷ!

budhi

Ostracised Woman Death Feast Odisha Administration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe