ଶ୍ୱଶୁରଘର ଲୋକଙ୍କ ଉପରେ ଚଢ଼ାଇଦେଲେ ଗାଡ଼ି

ଦାମ୍ପତ୍ୟ ବିବାଦକୁ କେନ୍ଦ୍ରକରି ସମ୍ବଲପୁରରେ ଅଦ୍ଭାବନୀୟ ଘଟଣା। ଶ୍ଵଶୁର ଘର ପରିବାର ଲୋକମାନଙ୍କୁ ଗାଡ଼ି ଚଢ଼ୀଇ ମାରିଦେବାକୁ ଉଦ୍ୟମ କରି ପୋଲିସ ହେପାଜତରେ ଆଇନଜୀବୀ।