Advertisment

୧୦ ବର୍ଷ ପରେ ଜାଣିଲେ ପୁଅ ପୋତାହୋଇଛି

ଢେଙ୍କାନାଳ:୧୦ ବର୍ଷ ପରେ ମାଟିତଳୁ ମିଳିଲା ମୃତଦେହ। ୨୦୧୩ରୁ ନିଖୋଜ ୧୪ରେ ହତ୍ୟା, ୨୨ରେ ଖୋଳାହେଉଛି ଶବ । ଛେଳି ଚୋରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତ୍ୟା । ହତ୍ୟା କରି ପୋତିଥିବା ଶବ ମାଟିତଳୁ ମିଳିଲା ୧୦ ବର୍ଷ ପରେ।

ଅଦ୍ୟତନ ହୋଇଛି

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe