/odisha-reporter/media/post_attachments/uploads/2021/07/maxresdefault-5-1-scaled.jpg)
maxresdefault (5) (1)
ଦିନ ତମାମ ସୌମ୍ୟଙ୍କ ଘରକୁ ଯାଇ ତଦନ୍ତ ଚଳାଇଲା ପୋଲିସ। ଖୋଦ କ୍ରାଇମବ୍ରାଞ୍ଚ ଡିଏସପି ଦୁଇ ଦୁଇ ଥର ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଗଲେ। ସୌମ୍ୟ ଙ୍କୁ କେଉଁଠି ପୋଡାଗଲା ତାର ଅନୁଧ୍ୟାନ କଲେ। କିନ୍ତୁ କଣ ପାଇଁ ଡିଏଫଓଙ୍କୁ ପଚରାଉଚୁରା କରାଯାଉନି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
