ଏକା ଏକା ତପସ୍ୱିନୀ

ଜୀବନରେ ଯେତେବେଳେ ସଂକଟ ଆସେ, ସାଥୀରେ ସାଙ୍ଗ-ସହୋଦରଙ୍କୁ ନେଇ ଆସେ। କଥା ଛଳରେ କୁହାଯାଉଥିବା ଏହି ଢ଼ଗଟି ବୋଧେ ତପସ୍ବିନୀଙ୍କ ସତସତିକା ଜୀବନରେ ଘଟିଯାଇଛି।