Advertisment

‘ଭୋଟ ସରିଗଲେ ନେତା ଚିହ୍ନନ୍ତିନି’

”ଭୋଟ ବେଳେ ନେତା ଲୋକଙ୍କ ପାଖକୁ ଆସନ୍ତି। ଭୋଟ ସରିଗଲା ପରେ କାହାର ଦେଖା ମିଳେନି। ଆଗରୁ ଆମେ ଦୋକାନ ଆଗରେ ଅଳିଆ ପକାଉ ଥିଲୁ ଆମ ପାଖରୁ ଫାଇନ୍‌ ନେଉଥିଲେ ଏବେ ସାରା ଭୁବନେଶ୍ୱରରେ ଅଳିଆ ପଡିଛି କିଏ ଫାଇନ୍‌ ଦେବ”। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଭୁବନେଶ୍ୱର ବାସିନ୍ଦା।

author-image
Debendra Prusty
‘ଭୋଟ ସରିଗଲେ ନେତା ଚିହ୍ନନ୍ତିନି’

neta

''ଭୋଟ ବେଳେ ନେତା ଲୋକଙ୍କ ପାଖକୁ ଆସନ୍ତି। ଭୋଟ ସରିଗଲା ପରେ କାହାର ଦେଖା ମିଳେନି। ଆଗରୁ ଆମେ ଦୋକାନ ଆଗରେ ଅଳିଆ ପକାଉ ଥିଲୁ ଆମ ପାଖରୁ ଫାଇନ୍‌ ନେଉଥିଲେ ଏବେ ସାରା ଭୁବନେଶ୍ୱରରେ ଅଳିଆ ପଡିଛି କିଏ ଫାଇନ୍‌ ଦେବ''। ଶୁଣନ୍ତୁ ଏନେଇ କଣ କହୁଛନ୍ତି ଭୁବନେଶ୍ୱର ବାସିନ୍ଦା।

Advertisment

Citizens Politicians Voters