କାଳିଆ ଗିରଫ ପରେ ଗଡ଼ିବ ବଡ଼ ମୁଣ୍ଡ !

କଟକ ପୁଲିସ ସ୍କାନରରେ ସମ୍ବଲପୁର ମଣ୍ଡଳ ଜେଲ୍‌ ନୁହେଁ ଏସ୍‌ସିବି ବି ରହିଛି। ପୁଲିସର ଅନୁସନ୍ଧାନକାରୀ ଏବେ ବୁଲୁଛି ଚାରିଆଡେ। କିଏ କେତେବେଳେ ହାଇଦର ସହ କରୁଥିଲା ଦେଖା। ତାହାର ଡିଟେଲ୍ସ ଖୋଜୁଛି କଟକ ପୁଲିସ।