Advertisment

'ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ପୁରାଇ ଦେବୁ ନାହିଁ'

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଡ଼ା ବିରୋଧ। ଆସନ୍ତା ବିଧାନସଭା ଅଧିବେଶନରେ ଦିବ୍ୟଶଙ୍କରଙ୍କୁ ଗୃହ ଭିତରକୁ ପ୍ରବେଶ କରାଇ ଦେବେନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ବିରୋଧୀ। ସେ ପ୍ରବେଶ କଲେ, କଣ ହେବ ସାରା ଓଡିଶା ଦେଖିବ ବୋଲି କହିଛନ୍ତି ବିରୋଧୀ।

author-image
Manasi Mohapatra
ଅଦ୍ୟତନ ହୋଇଛି
'ଦିବ୍ୟଶଙ୍କରଙ୍କୁ ବିଧାନସଭାରେ ପୁରାଇ ଦେବୁ ନାହିଁ'

maxresdefault (7)

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଡ଼ା ବିରୋଧ। ଆସନ୍ତା ବିଧାନସଭା ଅଧିବେଶନରେ ଦିବ୍ୟଶଙ୍କରଙ୍କୁ ଗୃହ ଭିତରକୁ ପ୍ରବେଶ କରାଇ ଦେବେନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ବିରୋଧୀ। ସେ ପ୍ରବେଶ କଲେ, କଣ ହେବ ସାରା ଓଡିଶା ଦେଖିବ ବୋଲି କହିଛନ୍ତି ବିରୋଧୀ।

Advertisment

Mamita Case Odisha Reporter Odisha Mamita Murder Case