Advertisment

ପଦ୍ମପୁର ପରେ ଆଉ ୬ ଜିଲ୍ଲା ଦାବି

ରାଜ୍ୟର ୩୧ ନମ୍ୱର ଜିଲ୍ଲା ହେବ ପଦ୍ମପୁର। ପଦ୍ମପୁରକୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ପରେ ବଢ଼ିଲା ସରକାରଙ୍କ ଟେନସନ୍। ବଲାଙ୍ଗିରରେ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି। ସୁନ୍ଦରଗଡ଼ରେ ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ।

author-image
Debendra Prusty
ପଦ୍ମପୁର ପରେ ଆଉ ୬ ଜିଲ୍ଲା ଦାବି

jilla

ରାଜ୍ୟର ୩୧ ନମ୍ୱର ଜିଲ୍ଲା ହେବ ପଦ୍ମପୁର। ପଦ୍ମପୁରକୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ ପରେ ବଢ଼ିଲା ସରକାରଙ୍କ ଟେନସନ୍। ବଲାଙ୍ଗିରରେ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି। ସୁନ୍ଦରଗଡ଼ରେ ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଁ ଦାନା ବାନ୍ଧୁଛି ଆନ୍ଦୋଳନ।

Advertisment

Padmapur BjD District Demand