Advertisment

ପ୍ରଶାନ୍ତ ଗଲେ ପ୍ରତାପ କେବେ?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେବେଳେ କାହା ବିରୋଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କିଛି ବୁଝାପଡୁ ନାହିଁ। କିଏ ଟିକିଏ କାହା ଉପରେ ହାତ ଉଟାଇଦେଲେ ତାକୁ ଦଳରୁ ସସପେଣ୍ଡ କରିଦେଉଛନ୍ତି ତ ଆଉ କେହି ହତ୍ୟା ଭଳି ସହ୍ଘୀନ ଅଭିଯୋଗରେ ସାମିଲ ଥିଲେ ମଧ୍ୟ ତାକୁ ମନ୍ତ୍ରୀ ପଦ ଦେଇ ମୁଣ୍ଡାଉଛନ୍ତି।

author-image
City Plus
ଅଦ୍ୟତନ ହୋଇଛି
ପ୍ରଶାନ୍ତ ଗଲେ ପ୍ରତାପ କେବେ?

maxresdefault (1) (1)

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେବେଳେ କାହା ବିରୋଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କିଛି ବୁଝାପଡୁ ନାହିଁ। କିଏ ଟିକିଏ କାହା ଉପରେ ହାତ ଉଟାଇଦେଲେ ତାକୁ ଦଳରୁ ସସପେଣ୍ଡ କରିଦେଉଛନ୍ତି ତ ଆଉ କେହି ହତ୍ୟା ଭଳି ସହ୍ଘୀନ ଅଭିଯୋଗରେ ସାମିଲ ଥିଲେ ମଧ୍ୟ ତାକୁ ମନ୍ତ୍ରୀ ପଦ ଦେଇ ମୁଣ୍ଡାଉଛନ୍ତି।

Advertisment

Odisha Reporter Odisha Politics Pratap Jena