ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେତେବେଳେ କାହା ବିରୋଧରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା କିଛି ବୁଝାପଡୁ ନାହିଁ। କିଏ ଟିକିଏ କାହା ଉପରେ ହାତ ଉଟାଇଦେଲେ ତାକୁ ଦଳରୁ ସସପେଣ୍ଡ କରିଦେଉଛନ୍ତି ତ ଆଉ କେହି ହତ୍ୟା ଭଳି ସହ୍ଘୀନ ଅଭିଯୋଗରେ ସାମିଲ ଥିଲେ ମଧ୍ୟ ତାକୁ ମନ୍ତ୍ରୀ ପଦ ଦେଇ ମୁଣ୍ଡାଉଛନ୍ତି।
https://www.youtube.com/watch?v=ys9_HwQAwaU