ଆକାଉଣ୍ଟ୍ ହ୍ୟାକ୍ କରି ଲୁଟିନେଲେ ଟଙ୍କା !

ବ୍ୟାଙ୍କ୍ ଆକାଉଣ୍ଟକୁ ହ୍ୟାକ୍ କରି ଏଟିଏମ କାର୍ଡରୁ ଉଠାଗଲା ଟଙ୍କା। ରାଜ୍ୟରେ ମାତିଥିବା ସାଇବର୍ ଅପରାଧୀଙ୍କ ନୂଆ ଶିକାର ହୋଇଛନ୍ତି ପୂରୁଣା ଭୁବନେଶ୍ୱରର ବାସୁଦେବ ଜେନା। ଶୁଣନ୍ତୁ କଣ କହୁଛନ୍ତି ସେ…