ଝଟକା ଦେଲେ ମାକେନ୍!

ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟକା। ପଦ ଛାଡ଼ିଲେ ପ୍ରଭାରୀ ଅଜୟ ମାକନ୍। ନୂଆ ପ୍ରଭାରୀ ନିଯୁକ୍ତ କରିବା ପାଇଁ ଖଡ଼ଗେଙ୍କୁ ଲେଖିଲେ ଚିଠି।