Advertisment

ମାଟି ନୁହେଁ କି ପାର୍ଟି, କ୍ଷମତା ଆଗରେ ସବୁ କଣ୍ଢେଇ !

ବାପା ବିରୁଦ୍ଧରେ ଭୋଟ୍ ଦେବେ ପୁଅ! ମାଟି ବିରୁଦ୍ଧରେ ଭୋଟ୍ ଦେବେ ବିଧାୟକ? ରାଜନୀତି ଚିହ୍ନେନି ରକ୍ତ! ମାଟି ବି ହୁଏ ପର? ମାଟି ଓ ପାର୍ଟି କଥା ବହୁତ କୁହନ୍ତି ରାଜନୈତିକ ଦଳ। ହେଲେ କ୍ଷମତା ଆଗରେ ନା ମାଟି, ରାସ୍ତା ଅଟକାଇପାରେ ନା’ ରାଜନୀତି ଆଗରେ ରକ୍ତର ସମ୍ପର୍କ ବାଟ ଓଗାଳିପାରେ।

mati party

Power Politics Presidential Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe