Advertisment

‘ମୋତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଅ’

ମୁଖ୍ୟମନ୍ତ୍ରୀ ଦେଇଥିବା ରାଉରକେଲାକୁ ପୁଳା ପୁଳା ପ୍ରତିଶ୍ରୁତିର ମଡେଲକୁ କାନ୍ଧରେ ଧରି ନବୀନ ନିବାସ ଅଭିମୁଖେ ପଦଯାତ୍ରା। ରାଉରକେଲାରେ ସରକାରୀ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ମାନ୍ୟତା, କୋଏଲ୍ ଵ୍ୟାରେଜ, ରିଙ୍ଗ ରୋଡ ଏବଂ ଶୀତଳ ଭଣ୍ଡାର ଭଳି ଅନେକ ବିକାଶର ପ୍ରତିଶ୍ରୁତି ୨୦୧୩ରେ ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଦୀର୍ଘ ୯ ବର୍ଷ ପରେ ବି କୌଣସି ପ୍ରତିଶ୍ରୁତି ପୂରଣ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ମାସ ଧରି ପଦଯାତ୍ରାରେ ରାଉରକେଲାରୁ ନବୀନ ନିବାସ […]

author-image
Debendra Prusty
‘ମୋତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦିଅ’

biswal

ମୁଖ୍ୟମନ୍ତ୍ରୀ ଦେଇଥିବା ରାଉରକେଲାକୁ ପୁଳା ପୁଳା ପ୍ରତିଶ୍ରୁତିର ମଡେଲକୁ କାନ୍ଧରେ ଧରି ନବୀନ ନିବାସ ଅଭିମୁଖେ ପଦଯାତ୍ରା। ରାଉରକେଲାରେ ସରକାରୀ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ମାନ୍ୟତା, କୋଏଲ୍ ଵ୍ୟାରେଜ, ରିଙ୍ଗ ରୋଡ ଏବଂ ଶୀତଳ ଭଣ୍ଡାର ଭଳି ଅନେକ ବିକାଶର ପ୍ରତିଶ୍ରୁତି ୨୦୧୩ରେ ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଦୀର୍ଘ ୯ ବର୍ଷ ପରେ ବି କୌଣସି ପ୍ରତିଶ୍ରୁତି ପୂରଣ ନହେବାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ମାସ ଧରି ପଦଯାତ୍ରାରେ ରାଉରକେଲାରୁ ନବୀନ ନିବାସ ବାହାରିଛନ୍ତି ମୁକ୍ତିକାନ୍ତ।

Advertisment

Naveen Patnaik Rourkela Cmo Muktikant Biswal