/odisha-reporter/media/post_attachments/uploads/2022/08/homeguard.jpg)
homeguard
ଦେଶ ସ୍ୱାଧୀନତା ଦିବସର ଅମୃତ ବେଳା ପାଳନ କରୁଛି। ଆଉ ଏତିକି ବେଳେ ରାଜ୍ୟର ଲକ୍ଷ ଲକ୍ଷ ଗୃହରକ୍ଷୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅଫ୍ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଦୀର୍ଘ ଦିନର ବ୍ୟବଧାନ ପରେ ଗୃହରକ୍ଷୀଙ୍କ ଡ୍ୟୁଟି କଲ ଅପ୍ ଭତ୍ତା ବୃଦ୍ଧି ପାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
