Advertisment

ଘରେ ପ୍ରସ୍ତୁତ କରନ୍ତୁ ‘ଆଳୁ ଲଚ୍ଛା ଟୋକରି ଚାଟ୍‌’

ଆବଶ୍ୟକ ସାମଗ୍ରୀ- ପୁରୁଣା ଆଳୁ, ମଇଦା, ତେଲ, ବୁଟ, ଦହି, ଧନିଆପତ୍ର ଚଟଣି, ମିଠା ଚଟଣି, ସିଝା ଆଳୁ, ବୁନ୍ଦି, ପାମ୍ପଡ଼, ବେସନ ତିଆରି ସେଓ, ଲଙ୍କା ପାଉଡର, ବିଟ୍‌ ଲୁଣ ,ଜିରା ପାଉଡର, ଡାଳିମ୍ବ ମଞ୍ଜି। ପରିବା ଛାଲିବା ଯନ୍ତ୍ର ।

(image)
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ, ଚୋପା ଛଡ଼ାଇ ପରିବା ଛାଲିବା ଯନ୍ତ୍ର ସାହାଯ୍ୟରେ ସରୁ ସରୁ କରି ଛାଲି ଦିଅନ୍ତୁ ( ଭିଡିଓ ଦେଖନ୍ତୁ ) ।  ଏହା ପରେ ତାକୁ ଧୋଇ ଦିଅନ୍ତୁ। ଆଳୁରୁ ପାଣି ନିଗିଡ଼ି ଯିବା ପରେ ସେଥିରେ ଅଳ୍ପ ମଇଦା ପକାଇ ଗୋଳାନ୍ତୁ। ଦୁଇଟି ସିଲ୍‌ଭର ଚା’ ଛଣା ନିଅନ୍ତୁ। ଏହି ଚା’ଛଣାରୁ ଗୋଟେ ବଡ଼ ହୋଇଥିବା ଦରକର। ଆଉ ଏକ ଛୋଟ ହୋଇଥିବା ଦରକାର। ମଇଦାରେ ଗୋଳାଇ ରଖିଥିବା ଆଳୁକୁ ଗୋଲ ଗୋଲ କରି ବଡ଼ ଚା’ଛଣାରେ ରଖନ୍ତୁ। ତା’ଉପରେ ଛୋଟ ଚା’ ଛଣାକୁ ତା’ଉପରେ ଚାପିକି ରଖନ୍ତୁ। ଏମିତି ଚାପି କି ରଖିଲେ ମଇଦା ଗୋଳା ଆଳୁର ଉପର ପାର୍ଶ୍ୱ ତଳକୁ ଦବି ଯାଇ ଗିନା ଆକାରର ହୋଇଯିବ।  ଏବେ  ଚା’ ଛଣାକୁ ତେଲ କଡ଼େଇରେ ରଖି ଦିଅନ୍ତୁ। ଆଳୁ ଭାଜି ହୋଇଯିବା ପରେ ଆଳୁର ଆରପାଖକୁ ଓଲଟାଇ ଛାଣନ୍ତୁ। ଦୁଇ ପଟ ଛାଣି ହୋଇଯିବା ପରେ ଆଳୁକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ଏବେ ଏହି ଆଳୁ ଛଣାରେ ବୁଟ, ସିଝା ଆଳୁ କଟା, ବୁନ୍ଦି, ପାମ୍ପଡ଼, ସେଓ, ଦହି, ଧନିଆପତ୍ର ଚଟଣି, ମିଠା ଚଟଣି, ଲଙ୍କା ପାଉଡର, ବିଟ୍‌ ଲୁଣ ,ଜିରା ପାଉଡର ପକାନ୍ତୁ। ତା’ଉପରେ ଡାଳିମ୍ବ ମଞ୍ଜି ବି ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ‘ଆଳୁ ଲଚ୍ଛା ଟୋକରି ଚାଟ୍‌’।

https://youtu.be/aK17b882qf0

author-image
Ordigital Desk