/odisha-reporter/media/post_attachments/uploads/2022/05/page-4.jpg)
page
ମିଶନ ବଙ୍ଗ 2026 ପାଇଁ ଏବେଠୁ ସଜବାଜ ହେଲାଣି ଭାରତୀୟ ଜନତା ପାର୍ଟି। ଦଳର ଟାଣୁଆ ନେତାଙ୍କ ପଶ୍ଚିମବଙ୍ଗ ଗସ୍ତ ଏକଥାକୁ ଏକବାରେ ସ୍ପଷ୍ଟ କରୁଛି । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଏହାରି ଭିତରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନିମନ୍ତ୍ରଣରେ ତାଙ୍କ ପ୍ରାଇଭେଟ ହାଉସରେ ପହଞ୍ଚିଥିଲେ ଶାହା । ଶୁକ୍ରବାର ରାତିରେ ଗାଙ୍ଗୁଲିଙ୍କ ସହ କରିଥିଲେ ଡିପ୍ଲୋମାଟିକ ଡିନର । ଆଉ ଏହା ପରଠୁ ଗାଙ୍ଗୁଲିଙ୍କ ପଦ୍ମ ଧରିବା ନେଇ ଜାରି ରହିଛି ବାକ ବିତଣ୍ଡା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
