Advertisment

ହସ୍ପିଟାଲ ବେଡରେ ବିଗ୍ ବି

ପୁଣି ବିଗିଡ଼ିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା। ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ବିଗ ବି’ଙ୍କ ଏହି ସୂଚନା ପାଇ ତାଙ୍କ ଫ୍ୟାନ୍‌ମାନେ ଦୁଃଖିତ ହୋଇଛନ୍ତି।

author-image
Manasi Mohapatra
ହସ୍ପିଟାଲ ବେଡରେ ବିଗ୍ ବି

maxresdefault (2) (1)

ପୁଣି ବିଗିଡ଼ିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା। ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ବିଗ ବି’ଙ୍କ ଏହି ସୂଚନା ପାଇ ତାଙ୍କ ଫ୍ୟାନ୍‌ମାନେ ଦୁଃଖିତ ହୋଇଛନ୍ତି।

Advertisment

Bollywood Amitabh Bachchan