ଏତେ ଚେଷ୍ଟା ପରେ ବି ଆଖି ବୁଜିଲେ ଅମ୍ରିତ

ଜୀବନ ସହ ଲଢି ଲଢି ଶେଷରେ ଆଖି ବୁଜି ଦେଇଛନ୍ତି ବ୍ରହ୍ମପୁରର ଅମ୍ରିତ ପ୍ରାଧନ। ଗତ କିଛିମାସ ହେବ ସେ କରୋନା ପୀଡିତ ହୋଇ ଗୁରୁତର ହେବା ପରେ ଇକମୋ ଚିକିତ୍ସାରେ ଥିଲେ ।