ଦୁର୍ବଳ ହେଉଛି ହାତର ଶକ୍ତି !

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ହିମାଚଳ ପ୍ରଦେଶ ପାଇଁ ଗଠିତ ହୋଇଥିବା ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।