ଅଦ୍ୟତନ ହୋଇଛି
maxresdefault (27) (1)
Advertisment
ଯଦିଓ ପ୍ରତିବାଦର ମାଧ୍ୟମ ଅଣ୍ଡମାଡ଼ ନୁହେଁ, ଅଣ୍ଡାମାଡ଼ କରି ପ୍ରତିବାଦ କରିବା ବି ଓଡ଼ିଶାରେ ନୂଆଁ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ଘଟଣା ମଧ୍ୟ ଓଡ଼ିଶା ଲୋକ ନୂଆ ଦେଖୁ ନାହାଁନ୍ତି। ଏମିତି ଅନେକ ନଜିର ରହିଛି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରେ ଅଣ୍ଡାମାଡ଼ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-27-1.jpg)