Advertisment

‘ସୋମବାରଠୁ ଖୋଲିବ ଅଙ୍ଗନବାଡ଼ି’

ସ୍ଥଗିତ ରଖାଯାଇଛି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ। କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରତିବାଦ। ସମସ୍ୟା ସମାଧାନ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ଅଙ୍ଗନବାଡ଼ି ଦିଦି। ସେପଟେ ସୋମବାରଠୁ ଅଙ୍ଗନବାଡ଼ି କେନ୍ଦ୍ର ପୁଣି ଆରମ୍ଭ ହେବ ବୋଲି କହିଛନ୍ତି ଜଣେ ଅଙ୍ଗନବାଡ଼ି ଦିଦି।

‘ସୋମବାରଠୁ ଖୋଲିବ ଅଙ୍ଗନବାଡ଼ି’

anganwadi

Advertisment

ସ୍ଥଗିତ ରଖାଯାଇଛି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ। କିଛି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରତିବାଦ। ସମସ୍ୟା ସମାଧାନ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ଅଙ୍ଗନବାଡ଼ି ଦିଦି। ସେପଟେ ସୋମବାରଠୁ ଅଙ୍ଗନବାଡ଼ି କେନ୍ଦ୍ର ପୁଣି ଆରମ୍ଭ ହେବ ବୋଲି କହିଛନ୍ତି ଜଣେ ଅଙ୍ଗନବାଡ଼ି ଦିଦି।

Advertisment

Odisha Anganwadi Anganwadi Didi Anganwadi Center
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe