Advertisment

ଘର ଛାଡ଼ି ରାସ୍ତାରେ ଅଙ୍ଗନବାଡ଼ି

ମାସାଧିକ କାଳ ଧରି ଶୀତ କାକରରେ ପଡ଼ି ରହିଛନ୍ତି ଅଙ୍ଗନବାଡ଼ି କର୍ମୀ। ରାଜ୍ୟ ସରକାର ଦାବି ପୂରଣ କରିବା ପରିବର୍ତ୍ତେ କାମକୁ ଫେରିଯିବା ପାଇଁ ଧମକାଉଛନ୍ତି। ଏବେ ଶୁଣାଯାଉଛି ହକି ପାଇଁ ଭୁବନେଶ୍ୱରରେ କୁଆଡ଼େ “ଅପରେସନ କ୍ଲିନ୍” ଆରମ୍ଭ ହେବ। ଲୋୟର ପିଏମଜିରେ ଆଉ କେହି ଧାରଣା ଦେଇପାରିବେ ନାହିଁ। ତେବେ କୁଆଡ଼େ ଯିବେ ଏହି ଆନ୍ଦୋଳନକାରୀ? କାହାକୁ କରିବେ ଗୁହାରୀ? ଦେଖନ୍ତୁ ଏଥରର “ଶୁଣନ୍ତୁ ସିଏମ୍”।

author-image
Debendra Prusty
ଘର ଛାଡ଼ି ରାସ୍ତାରେ ଅଙ୍ଗନବାଡ଼ି

anganwadi

ମାସାଧିକ କାଳ ଧରି ଶୀତ କାକରରେ ପଡ଼ି ରହିଛନ୍ତି ଅଙ୍ଗନବାଡ଼ି କର୍ମୀ। ରାଜ୍ୟ ସରକାର ଦାବି ପୂରଣ କରିବା ପରିବର୍ତ୍ତେ କାମକୁ ଫେରିଯିବା ପାଇଁ ଧମକାଉଛନ୍ତି। ଏବେ ଶୁଣାଯାଉଛି ହକି ପାଇଁ ଭୁବନେଶ୍ୱରରେ କୁଆଡ଼େ “ଅପରେସନ କ୍ଲିନ୍” ଆରମ୍ଭ ହେବ। ଲୋୟର ପିଏମଜିରେ ଆଉ କେହି ଧାରଣା ଦେଇପାରିବେ ନାହିଁ। ତେବେ କୁଆଡ଼େ ଯିବେ ଏହି ଆନ୍ଦୋଳନକାରୀ? କାହାକୁ କରିବେ ଗୁହାରୀ? ଦେଖନ୍ତୁ ଏଥରର “ଶୁଣନ୍ତୁ ସିଏମ୍”।

Advertisment

Naveen Patnaik Odisha Cm Anganwadi