ଜେବିଙ୍କ ହାତରୁ ବଳପୂର୍ବକ କ୍ଷମତା ଛଡ଼ାଇ ନେଇଥିଲା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଏହାପରେ ଆଉ ରାଜ୍ୟ ପାଓ୍ବାର କରିଡରକୁ ରିଟର୍ଣ୍ଣ କରି ପାରି ନଥିଲେ ଏହୁ ଅନୁଭବୀ ରାଜନିତିଜ୍ଞ । କେବଳ ଜେବି ନୁହେଁ ,ତାଙ୍କ ଇସ୍ତଫାର କିଛି ମାସ ପରେ ଆସିଥିବା ବିଧାନସଭା ନିର୍ବାଚନରେ ମଧ୍ୟ ସତ୍ତା ହରାଇଥିଲା କଂଗ୍ରେସ ।
https://www.youtube.com/watch?v=ygKLIlxuDk8