ଅଦ୍ୟତନ ହୋଇଛି
anjana
Advertisment
ପ୍ରତିଷ୍ଠିତ ଏକ ଓଟିଟି ପ୍ଲାଟଫର୍ମ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଲେ ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପିଡିତା ଅଞ୍ଜନା ମିଶ୍ର। ତାଙ୍କ ଅଜାଣତରେ ତାଙ୍କ ଜୀବନ କାହାଣୀ ଉପରେ ତିଆରି ହେଉଛି ଫିଲ୍ମ। ଫିଲ୍ମ ନିର୍ମାଣକାରୀ ସଂସ୍ଥା ନା ଅଞ୍ଜନାଙ୍କ ସହ କଥା ହୋଇଛନ୍ତି ନା ତାଙ୍କର ଅନୁମତି ନେଇଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣକାରୀ ସଂସ୍ଥା ଫିଲ୍ମ ତିଆରି କରୁଥିବା ସମ୍ପର୍କରେ ସେ ଖବରକାଗଜରୁ ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ନିର୍ମାଣ କରାଯାଉଥିବା ଫିଲ୍ମ ତୁରନ୍ତ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଜନା ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/anjana-2.jpg)