Advertisment

ଆଇ ମିସ୍ ୟୁ ସୁଶାନ୍ତ..

ରୁପେଲି ପରଦାରେ ପୁଣି ଆରମ୍ଭ ହୋଇଛି ପପୁଲାର ଶୋ ପବିତ୍ର ରିସ୍ତା2। ପ୍ରଥମ ପବିତ୍ର ରିସ୍ତାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଅଭିନୟ କରିଥିଲେ। ଆଉ ଦୁଇଜଣଙ୍କ ଯୋଡିକୁ ଦର୍ଶକ ବି ଢ଼େର ସାରା ଭଲ ପାଇବା ଦେଇଥିଲେ। କହିବାକୁ ଗଲେ ତ ଏହି ଦୁଇଜଣଙ୍କ ଯୋଡି ଲଗାତାର କିଛି ଦିନ ମୋଷ୍ଟ ପପୁଲାର କପୁଲ ଭାବେ ବେଶ ନାଁ କମେଇଥିଲେ।

ଅଦ୍ୟତନ ହୋଇଛି
ଆଇ ମିସ୍ ୟୁ ସୁଶାନ୍ତ..

maxresdefault (2)

Advertisment

ରୁପେଲି ପରଦାରେ ପୁଣି ଆରମ୍ଭ ହୋଇଛି ପପୁଲାର ଶୋ ପବିତ୍ର ରିସ୍ତା2। ପ୍ରଥମ ପବିତ୍ର ରିସ୍ତାରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ଅଭିନୟ କରିଥିଲେ। ଆଉ ଦୁଇଜଣଙ୍କ ଯୋଡିକୁ ଦର୍ଶକ ବି ଢ଼େର ସାରା ଭଲ ପାଇବା ଦେଇଥିଲେ। କହିବାକୁ ଗଲେ ତ ଏହି ଦୁଇଜଣଙ୍କ ଯୋଡି ଲଗାତାର କିଛି ଦିନ ମୋଷ୍ଟ ପପୁଲାର କପୁଲ ଭାବେ ବେଶ ନାଁ କମେଇଥିଲେ।

Advertisment

Odisha Reporter Sushant Singh Rajput Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe