Advertisment

୫ ଟଙ୍କା ବନାମ ୧ ଟଙ୍କା

ଭୁନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ କାଉଣ୍ଟର କରିବା ପାଇଁ ଅନ୍ନପୂର୍ଣ୍ଣା ଯୋଜନା ଘୋଷଣା କରିଥିଲେ। ଏହାକୁ କିନ୍ତୁ ବିଏମସି କତ୍ତୃପକ୍ଷ ବେଆଇନ୍ ଘୋଷଣା କରିଛନ୍ତି। ଫଳରେ ସାଂସଦ ଶ୍ରୀମତି ଷଡଙ୍ଗୀ ପୁଣି ବିଏମସିକୁ ଚକମା ଦେଖାଇଛନ୍ତି। କହିଛନ୍ତି ମାଗଣା ନୁହେଁ ବରଂ ଟଙ୍କାଟିଏ ଟୋକନ୍ ମନିରେ ଲୋକମାନେ ଖାଇପାରିବେ ମାଗଣା ଖାଦ୍ୟ। 

ଅଦ୍ୟତନ ହୋଇଛି
୫ ଟଙ୍କା ବନାମ ୧ ଟଙ୍କା

5 tanki banam tankakia. pkg thumb

Advertisment

ଭୁନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ କାଉଣ୍ଟର କରିବା ପାଇଁ ଅନ୍ନପୂର୍ଣ୍ଣା ଯୋଜନା ଘୋଷଣା କରିଥିଲେ। ଏହାକୁ କିନ୍ତୁ ବିଏମସି କତ୍ତୃପକ୍ଷ ବେଆଇନ୍ ଘୋଷଣା କରିଛନ୍ତି। ଫଳରେ ସାଂସଦ ଶ୍ରୀମତି ଷଡଙ୍ଗୀ ପୁଣି ବିଏମସିକୁ ଚକମା ଦେଖାଇଛନ୍ତି। କହିଛନ୍ତି ମାଗଣା ନୁହେଁ ବରଂ ଟଙ୍କାଟିଏ ଟୋକନ୍ ମନିରେ ଲୋକମାନେ ଖାଇପାରିବେ ମାଗଣା ଖାଦ୍ୟ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe