Advertisment

ଗିରଫ ହୋଇଥିଲେ, ଝୁଲିପଡ଼ିଲେ

ହାଜତରେ ୨ ଦିନ ବି ପୂରିଲାନି। କାହିଁକି ଝୁଲିପଡ଼ିଲେ ଯୁବକ? ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଅକୁ ଦେଖିବାକୁ ଗଲାବେଳକୁ ମାଡ଼ ଖାଇ ଗୋଡ଼ହାତ ମୁଁହ ଫୁଲିଯାଇଥିଲା। ଆଉ କାନ୍ଦି କାନ୍ଦି କହୁଥିଲେ, ମୋତେ ଏଠୁ ନେଇଯାଅ। କିନ୍ତୁ ପୋଲିସ ମାଗିଥିଲେ ୫୦ ହଜାର ଟଙ୍କା। ଘଟଣାକୁ ୨୪ ଘଣ୍ଟା ବି ପୂରିନି। ହାଜତ ଭିତରେ ବେକରେ ଇଲେକ୍ଟ୍ରି ତାର ଗୁଡ଼ାଇ ସ୍କାଇଲାଇଟରେ ଝୁଲିପଡ଼ିଥିଲେ ଯୁବକ।

author-image
Debendra Prusty
ଗିରଫ ହୋଇଥିଲେ, ଝୁଲିପଡ଼ିଲେ

custody death

ହାଜତରେ ୨ ଦିନ ବି ପୂରିଲାନି। କାହିଁକି ଝୁଲିପଡ଼ିଲେ ଯୁବକ? ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୁଅକୁ ଦେଖିବାକୁ ଗଲାବେଳକୁ ମାଡ଼ ଖାଇ ଗୋଡ଼ହାତ ମୁଁହ ଫୁଲିଯାଇଥିଲା। ଆଉ କାନ୍ଦି କାନ୍ଦି କହୁଥିଲେ, ମୋତେ ଏଠୁ ନେଇଯାଅ। କିନ୍ତୁ ପୋଲିସ ମାଗିଥିଲେ ୫୦ ହଜାର ଟଙ୍କା। ଘଟଣାକୁ ୨୪ ଘଣ୍ଟା ବି ପୂରିନି। ହାଜତ ଭିତରେ ବେକରେ ଇଲେକ୍ଟ୍ରି ତାର ଗୁଡ଼ାଇ ସ୍କାଇଲାଇଟରେ ଝୁଲିପଡ଼ିଥିଲେ ଯୁବକ।

Advertisment

Odisha Police Custody Death Third Degree