ମାଟିରୁ ମିଲିଲା ଗୁପ୍ତଧନ

ମାଟି ତଳୁ ମିଳଲା ଗୁପ୍ତଧନ। କେଜି କେଜି ସୁନା ରୂପାର ଅଳଙ୍କାର। ଘର ତିଆରି କରିବାବେଳେ ଚାଲିଥିଲା ମାଟିଖୋଳା। କିନ୍ତୁ ମିଳିଲା ଖଜାନା। ଉତ୍ତରପ୍ରଦେଶ ଧାର ସହରର ଏହି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି।