Advertisment

‘ଜଗନ୍ନାଥ ପ୍ରେମୀ ଆଶ୍ୱସ୍ତ’

ଏନଏମଏକୁ ଧନ୍ୟବାଦ ଦେଲେ ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ। ଶ୍ରୀକ୍ଷେତ୍ର ପୁରୀ ସମେତ କୋଣାର୍କ ଏବଂ ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ବି ମିଳିଛି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷର ଏନଓସି। ଏନେଇ ଶୁଣନ୍ତୁ ଆଉ କଣ କହୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

author-image
Debendra Prusty
‘ଜଗନ୍ନାଥ ପ୍ରେମୀ ଆଶ୍ୱସ୍ତ’

aparajita

ଏନଏମଏକୁ ଧନ୍ୟବାଦ ଦେଲେ ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ। ଶ୍ରୀକ୍ଷେତ୍ର ପୁରୀ ସମେତ କୋଣାର୍କ ଏବଂ ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ବି ମିଳିଛି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷର ଏନଓସି। ଏନେଇ ଶୁଣନ୍ତୁ ଆଉ କଣ କହୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

Aparajita Sarangi Jagannath Corridor Project Puri Corridor Project