Advertisment

ଅପରାଜିତାଙ୍କୁ ଏତେ ଡର କାହିଁକି ?

“ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି। ଫେବ୍ରୁଆରୀ ୧୫ରେ ଭୁବନେଶ୍ୱର ଫେରିବି।” ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

author-image
Manasi Mohapatra
ଅପରାଜିତାଙ୍କୁ ଏତେ ଡର କାହିଁକି ?

aprajita sarangi thumb

“ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି। ଫେବ୍ରୁଆରୀ ୧୫ରେ ଭୁବନେଶ୍ୱର ଫେରିବି।” ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

BjD Odisha Reporter Aparajita Sarangi