/odisha-reporter/media/post_attachments/uploads/2022/12/police-4.jpg)
police
ଅର୍ଚ୍ଚନା ନାଗ ଗିରଫ ପଛରେ ହୋଇଥିଲା କି କିଛି ବଡ଼ କନସ୍ପିରେସି? ଏବେ ସ୍କାନରରେ ବାଲିଅନ୍ତା ଥାନା ପୁଲିସ। କାହିଁକି ଅର୍ଚ୍ଚନା କୋର୍ଟରେ ହାଜର ବେଳେ ବାଲିଅନ୍ତା ଥାନା ପ୍ରସଙ୍ଗ ଉଠାଇଲେ? ଅକ୍ଟୋବର ୬ ତାରିଖରେ ଗିରଫ ହୋଇଥିବା ଅର୍ଚ୍ଚନା ୪ ତାରିଖରୁ କାହିଁକି ବାଲିଅନ୍ତା ଥାନାରେ ଅଟକ ଥିଲେ। ଥାନାର ସିସିଟିଭି ଫୁଟେଜ ଯାଂଚ କରିବାକୁ କାହିଁକି ଗଳା ଫଟାଇ କହୁଛନ୍ତି ବ୍ଲାକମେଲର ଅର୍ଚ୍ଚନା ନାଗ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
