Advertisment

ସନ୍ଦେହ ଘରରେ କମିଶନରେଟ୍ ପୁଲିସ

ଅର୍ଚ୍ଚନା ନାଗ ଗିରଫ ପଛରେ ହୋଇଥିଲା କି କିଛି ବଡ଼ କନସ୍ପିରେସି? ଏବେ ସ୍କାନରରେ ବାଲିଅନ୍ତା ଥାନା ପୁଲିସ। କାହିଁକି ଅର୍ଚ୍ଚନା କୋର୍ଟରେ ହାଜର ବେଳେ ବାଲିଅନ୍ତା ଥାନା ପ୍ରସଙ୍ଗ ଉଠାଇଲେ? ଅକ୍ଟୋବର ୬ ତାରିଖରେ ଗିରଫ ହୋଇଥିବା ଅର୍ଚ୍ଚନା ୪ ତାରିଖରୁ କାହିଁକି ବାଲିଅନ୍ତା ଥାନାରେ ଅଟକ ଥିଲେ। ଥାନାର ସିସିଟିଭି ଫୁଟେଜ ଯାଂଚ କରିବାକୁ କାହିଁକି ଗଳା ଫଟାଇ କହୁଛନ୍ତି ବ୍ଲାକମେଲର ଅର୍ଚ୍ଚନା ନାଗ?

ସନ୍ଦେହ ଘରରେ କମିଶନରେଟ୍ ପୁଲିସ

police

Odisha Reporter Archana Nag Bhubaneswar Police Sex Syndicate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe