archana bank
ମାୟା ଜାଲରେ ଫସାଇ ରାତାରାତି କୋଟି କୋଟି ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ନାଗ। ଅର୍ଚ୍ଚନା ଟାର୍ଗେଟରେ ଥିଲେ ଧନୀ ଶ୍ରେଣୀର ବ୍ୟକ୍ତି ବା ବଡ଼ ବଡିଆ ବାବୁମାନେ। ଆଖି ସାମ୍ନାରେ ଯାହା ବି କିଛି ଦେଖୁଛନ୍ତି ସେସବୁ କଳାଟଙ୍କାରେ ନିର୍ମାଣ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି। କିନ୍ତୁ ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବ୍ଲାକମେଲିଂ କରି ଅର୍ଚ୍ଚନା ଆଦାୟ କରୁଥିବା ଟଙ୍କା କ୍ୟାସ ଆକାରରେ ଆଣୁଥିଲେ ନା ଚେକରେ ଆଣୁଥିଲେ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
