jawan
Advertisment
ପଦ୍ମପୁର ଉପନିର୍ବାଚନରେ ଭିନ୍ନ ଭିନ୍ନ ପ୍ରଚାର। ବିଭିନ୍ନ ବେଶଭୂଷାରେ ପ୍ରଚାର କରୁଛନ୍ତି ସମର୍ଥକ। କିନ୍ତୁ ପଦ୍ମପୁର ସହର ଭିତରେ ଜଣେ ପୂର୍ବ ସୈନିକଙ୍କ ପ୍ରଚାର ଷ୍ଟାଇଲ ନିଆରା। ବାଇକରେ ବିଜେପି ପତାକା। ବିଜେପି ପ୍ରାର୍ଥୀଙ୍କ ପୋଷ୍ଟର ସହିତ ସୈନିକ ପରିପାଟୀରେ ଚାଲିଛି ପ୍ରଚାର। ସୁଦୂର ଭଦ୍ରକରୁ ବାଇକ ଯୋଗେ ଆସି ଏବେ ଚର୍ଚ୍ଚାରେ ପଦ୍ମପୁରରେ ପୂର୍ବ ସୈନିକଙ୍କ ନିଆରା ପ୍ରଚାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/jawan.jpg)