Advertisment

ଯବାନଙ୍କୁ ବାନ୍ଧ

ରକ୍ଷକ ସାଜିଲା ଭକ୍ଷକ। ଆଉ ଭକୁଆ ବନଉଛି ପୁରୀ ପ୍ରଶାସନ। ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ରାପିଡ ଆକ୍ସନ ଫୋର୍ସର ଯବାନ ଦୁର୍ବ୍ୟବହାର କଲେ। ସୋସିଆଲ ମିଡିଆରେ ଘୁରି ବୁଲିଲା ଭିଡିଓ। ସବୁଆଡେ ଏହାକୁ ନେଇ ଛି ଛି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଯବାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ।

author-image
Debendra Prusty
ଯବାନଙ୍କୁ ବାନ୍ଧ

jawan

ରକ୍ଷକ ସାଜିଲା ଭକ୍ଷକ। ଆଉ ଭକୁଆ ବନଉଛି ପୁରୀ ପ୍ରଶାସନ। ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ରାପିଡ ଆକ୍ସନ ଫୋର୍ସର ଯବାନ ଦୁର୍ବ୍ୟବହାର କଲେ। ସୋସିଆଲ ମିଡିଆରେ ଘୁରି ବୁଲିଲା ଭିଡିଓ। ସବୁଆଡେ ଏହାକୁ ନେଇ ଛି ଛି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଯବାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ।

Advertisment

Rpf Jawan P;uri Rath Yatra Molesting Jawan