Advertisment

ଫେଲ୍ ମାରିଲା ଆସିକା ଫର୍ମୁଲା

ଧାମନଗରରେ ଫେଲ ମାରିଲା ବିଜେଡିର ଆସିକା ଫର୍ମୁଲା। ପ୍ରମିଳାଙ୍କ ଭଳି ଧାମନଗରରେ ଦଳ କରୁଥିଲା ପରୀକ୍ଷା। ପରୀକ୍ଷାଗାରରେ ଭୋଟର କଲେ ବିସ୍ଫୋରଣ, ବିଫଳ ହେଲା ଏକ୍ସପେରିମେଣ୍ଟ। ଭୋଟବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଆସିଲା ଟଙ୍କା ବଣ୍ଟା ଅଭିଯୋଗ, ବଦନାମ ହେଲେ ଏସଏଚଜି ମହିଳା।

author-image
Debendra Prusty
ଫେଲ୍ ମାରିଲା ଆସିକା ଫର୍ମୁଲା

aska formula

ଧାମନଗରରେ ଫେଲ ମାରିଲା ବିଜେଡିର ଆସିକା ଫର୍ମୁଲା। ପ୍ରମିଳାଙ୍କ ଭଳି ଧାମନଗରରେ ଦଳ କରୁଥିଲା ପରୀକ୍ଷା। ପରୀକ୍ଷାଗାରରେ ଭୋଟର କଲେ ବିସ୍ଫୋରଣ, ବିଫଳ ହେଲା ଏକ୍ସପେରିମେଣ୍ଟ। ଭୋଟବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଆସିଲା ଟଙ୍କା ବଣ୍ଟା ଅଭିଯୋଗ, ବଦନାମ ହେଲେ ଏସଏଚଜି ମହିଳା।

Advertisment

Aska Formula Failed Bjd Dhamnagar Bjd Formula