Advertisment

ଫେଲ୍ ମାରିଲା ଆସିକା ଫର୍ମୁଲା

ଧାମନଗରରେ ଫେଲ ମାରିଲା ବିଜେଡିର ଆସିକା ଫର୍ମୁଲା। ପ୍ରମିଳାଙ୍କ ଭଳି ଧାମନଗରରେ ଦଳ କରୁଥିଲା ପରୀକ୍ଷା। ପରୀକ୍ଷାଗାରରେ ଭୋଟର କଲେ ବିସ୍ଫୋରଣ, ବିଫଳ ହେଲା ଏକ୍ସପେରିମେଣ୍ଟ। ଭୋଟବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଆସିଲା ଟଙ୍କା ବଣ୍ଟା ଅଭିଯୋଗ, ବଦନାମ ହେଲେ ଏସଏଚଜି ମହିଳା।

ଫେଲ୍ ମାରିଲା ଆସିକା ଫର୍ମୁଲା

aska formula

Advertisment

ଧାମନଗରରେ ଫେଲ ମାରିଲା ବିଜେଡିର ଆସିକା ଫର୍ମୁଲା। ପ୍ରମିଳାଙ୍କ ଭଳି ଧାମନଗରରେ ଦଳ କରୁଥିଲା ପରୀକ୍ଷା। ପରୀକ୍ଷାଗାରରେ ଭୋଟର କଲେ ବିସ୍ଫୋରଣ, ବିଫଳ ହେଲା ଏକ୍ସପେରିମେଣ୍ଟ। ଭୋଟବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଆସିଲା ଟଙ୍କା ବଣ୍ଟା ଅଭିଯୋଗ, ବଦନାମ ହେଲେ ଏସଏଚଜି ମହିଳା।

Advertisment

Aska Formula Failed Bjd Formula Bjd Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe