ଭାଇରାଲ ହେଉଛି ପ୍ରଫେସରଙ୍କ ମାଡ଼ଖିଆ ଭିଡିଓ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଘରୋଇ କଳିର ବିସ୍ଫୋରକ ରୂପ। ଚାମ୍ବର ଭିତରେ ପଶି ଇଂରାଜୀ ପ୍ରଫେସରଙ୍କୁ ଚପଲରେ ପିଟିଲେ ପତ୍ନୀ, ଭିଡିଓ ଭାଇରାଲ।