Advertisment

ଏବେ ଲେଭେଲ କମିଲା, ଆଗକୁ କଣ ହେବ?

ନବୀନଙ୍କ ଡୁନ ବନ୍ଧୁ ଅନଙ୍ଗଙ୍କ ପରିବାର ଏବେ କଣ ପୂର ଅଲୋଡ଼ା! ଦିନକୁ ଦିନ ବିଜେଡିରେ ସେମାନଙ୍କ ଗୁରୁତ୍ୱ ହ୍ରାସ ପାଉଛି। ଏକଦା ଲୋକସଭା ଏବଂ ବିଧାନସଭା ପାଇଁ ଏହି ପରିବାର ବଲାଙ୍ଗିରର ପ୍ରତିନିଧିତ୍ୱ କରୁଥିଲା। ବାପା ଅନଙ୍ଗ ଉଦୟ ସିଂହ ଦେଓ ନବୀନଙ୍କ କ୍ୟାବିନଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇ ସୁଚାରୁରୂପେ କାମ କରିଛନ୍ତି। ଏପରିକି ନବୀନଙ୍କୁ ରାଜନୀତିକୁ ଆଣିବା ପାଇଁ ଯେଉଁ କେତେକ ନେତାଙ୍କ ଉଦ୍ୟମ ରହିଛି ତାହା ଭିତରୁ ଅନଙ୍ଗ ବାବୁ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe