Advertisment

ପୁଣି ମୁମ୍ୱାଇ ଆଟାକ୍ ଯୋଜନା !

ସମାନ ପନ୍ଥା, ସମାନ ଢଙ୍ଗରେ ଆକ୍ରମଣ ଯୋଜନା ରଚୁଥିଲେ କି ଆତଙ୍କବାଦୀ ? ଆଜକୁ ୧୪ ବର୍ଷ ତଳର ମୁମ୍ୱାଇ ଆକ୍ରମଣର ଝଟକା ଏବେବି ମନରୁ ଆପସରି ଯାଇନି। ଆଉ ଏତିକି ବେଳେ ମୁମ୍ୱାଇ ସମୁଦ୍ର କୂଳରୁ ମିଳିଛି ଏକ ସନ୍ଦିଗ୍ଧ ଡଙ୍ଗା। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ହରିହରେଶ୍ୱର ସମୁଦ୍ର କୂଳରୁ ମିଳିଥିବା ଏହି ଡଙ୍ଗାକୁ ନେଇ ଏବେ ମୁମ୍ୱାଇରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ଗୁରୁତର ସହ ନେଇ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରିଛି ମୁମ୍ୱାଇ […]

ପୁଣି ମୁମ୍ୱାଇ ଆଟାକ୍ ଯୋଜନା !

MUMBAI ATTACK

Advertisment

ସମାନ ପନ୍ଥା, ସମାନ ଢଙ୍ଗରେ ଆକ୍ରମଣ ଯୋଜନା ରଚୁଥିଲେ କି ଆତଙ୍କବାଦୀ ? ଆଜକୁ ୧୪ ବର୍ଷ ତଳର ମୁମ୍ୱାଇ ଆକ୍ରମଣର ଝଟକା ଏବେବି ମନରୁ ଆପସରି ଯାଇନି। ଆଉ ଏତିକି ବେଳେ ମୁମ୍ୱାଇ ସମୁଦ୍ର କୂଳରୁ ମିଳିଛି ଏକ ସନ୍ଦିଗ୍ଧ ଡଙ୍ଗା। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ହରିହରେଶ୍ୱର ସମୁଦ୍ର କୂଳରୁ ମିଳିଥିବା ଏହି ଡଙ୍ଗାକୁ ନେଇ ଏବେ ମୁମ୍ୱାଇରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ଗୁରୁତର ସହ ନେଇ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରିଛି ମୁମ୍ୱାଇ ପୋଲିସ ସମେତ ମହାରାଷ୍ଟ୍ର ଏଟିଏସ୍ ।

Advertisment
Bullets & Guns Mumbai MUMBAI ATTACK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe