ଆକୃଷ୍ଟ କରୁଛି ଆରୋଗ୍ୟ ବନ

ସ୍ୱାସ୍ଥ୍ୟ ଠିକ ଅଛି ତ ସବୁକିଛି ଠିକଠାକ। ଏବେ କରୋନା ମହାମାରୀର ଭୟାବହତା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ଏହାରି ଭିତରେ ଫିଟ୍ ଆଣ୍ଡ ଫାଇନ୍ ରହିବା ପାଇଁ ଏକ ନୁଆ ଉଦ୍ୟମ ଜୟପୁର ବନବିଭାଗ ।