Advertisment

'ଅମଲା ଆମର ନେତା'

କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ତାଙ୍କୁ ସାଥି ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଉଭୟଙ୍କ ଶାଣିତ ଆକ୍ରମଣରେ ଘାଇଲା ହୋଇଛି ଶାସନ ବ୍ୟବସ୍ଥା। ଓଡିଶାରେ ଗଣତନ୍ତ୍ର ନାହିଁ। ଦଳତନ୍ତ୍ରକୁ ମିଳୁଛି ଗୁରୁତ୍ୱ। ଅମଲାତନ୍ତ୍ର ହୋଇଛି ସର୍ବେସର୍ବା। ଏଭଳି କିଛି କଡ଼ା ମନ୍ତବ୍ୟ ରଖିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

author-image
Debendra Prusty
'ଅମଲା ଆମର ନେତା'

babudom

କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ। ତାଙ୍କୁ ସାଥି ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଉଭୟଙ୍କ ଶାଣିତ ଆକ୍ରମଣରେ ଘାଇଲା ହୋଇଛି ଶାସନ ବ୍ୟବସ୍ଥା। ଓଡିଶାରେ ଗଣତନ୍ତ୍ର ନାହିଁ। ଦଳତନ୍ତ୍ରକୁ ମିଳୁଛି ଗୁରୁତ୍ୱ। ଅମଲାତନ୍ତ୍ର ହୋଇଛି ସର୍ବେସର୍ବା। ଏଭଳି କିଛି କଡ଼ା ମନ୍ତବ୍ୟ ରଖିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

Babu Leader Babudom Bureaucracy