‘ସ୍ତ୍ରୀ ପୁଅକୁ ଦେଖିଲେ ବାବୁସାନ୍‌’

ସ୍ତ୍ରୀ ଆଉ ପୁଅକୁ ଦେଖା କରିବାକୁ ଯାଇଥିଲେ ବାବୁଶାନ୍‌। ଦୁଇ ଜଣଙ୍କୁ ଦେଖା କରିବା ସହ ଉଭୟଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି ବାବୁଶାନ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ତୃପ୍ତିଙ୍କ ଜଣେ ସମ୍ପର୍କୀୟ।