Advertisment

ସିନେମା ଜଗତକୁ ଫେରିବେ ତ ବାବୁସାନ!

ବାବୁସାନ ଭଳି ହିରୋ ଓଡିଆ ସିନେମାରେ ଆଉ ନାହାନ୍ତି। ଯେଉଁ ନୂଆ ହିରୋ ଆସୁଛନ୍ତି ତାଙ୍କ ସହ ପ୍ରଯୋଜକ ସିନେମା କଲେ ହିଟ ହେଉନି। ତେଣୁ ବାବୁସାନ ଓଡିଆ ସିନେମାକୁ ଫେରି ଆସିବା ଜରୁରୀ।

author-image
Debendra Prusty
ସିନେମା ଜଗତକୁ ଫେରିବେ ତ ବାବୁସାନ!

babushan

ବାବୁସାନ ଭଳି ହିରୋ ଓଡିଆ ସିନେମାରେ ଆଉ ନାହାନ୍ତି। ଯେଉଁ ନୂଆ ହିରୋ ଆସୁଛନ୍ତି ତାଙ୍କ ସହ ପ୍ରଯୋଜକ ସିନେମା କଲେ ହିଟ ହେଉନି। ତେଣୁ ବାବୁସାନ ଓଡିଆ ସିନେମାକୁ ଫେରି ଆସିବା ଜରୁରୀ।

Advertisment

Ollywood BabuShan