ନିର୍ବାଚନ ଲଢିବେ ମହିଳା ଇଞ୍ଜିନିୟର

ଆଶାୟୀ ଥିଲେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବି । ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ପ୍ରାର୍ଥୀ ତାଲିକା ଆଉଥରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଯେଉଁମାନଙ୍କ ଵର୍ଗ ପରିବର୍ତ୍ତନ ହୋଇଛି ସେହି ଆଶାୟୀ ପ୍ରାର୍ଥୀମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି।