Advertisment

ନିର୍ବାଚନ ଲଢିବେ ମହିଳା ଇଞ୍ଜିନିୟର

ଆଶାୟୀ ଥିଲେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବି । ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ପ୍ରାର୍ଥୀ ତାଲିକା ଆଉଥରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଯେଉଁମାନଙ୍କ ଵର୍ଗ ପରିବର୍ତ୍ତନ ହୋଇଛି ସେହି ଆଶାୟୀ ପ୍ରାର୍ଥୀମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି।

author-image
Manasi Mohapatra
ଅଦ୍ୟତନ ହୋଇଛି
ନିର୍ବାଚନ ଲଢିବେ ମହିଳା ଇଞ୍ଜିନିୟର

maxresdefault (7) (1)

ଆଶାୟୀ ଥିଲେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବି । ନିର୍ବାଚନରେ ସରପଞ୍ଚ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ପ୍ରାର୍ଥୀ ତାଲିକା ଆଉଥରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଯେଉଁମାନଙ୍କ ଵର୍ଗ ପରିବର୍ତ୍ତନ ହୋଇଛି ସେହି ଆଶାୟୀ ପ୍ରାର୍ଥୀମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି।

Advertisment

Odisha Odisha Reporter Election