Advertisment

ବଢ଼େଇଙ୍କୁ ନେଇ ବିଜେଡିରେ ଫାଟ!

ନୂଆପଡ଼ା ଜିଲ୍ଲାରେ ବରିଷ୍ଠ ସରକାରୀ ଅଧିକାରୀ ଥିଲେ ମହେନ୍ଦ୍ର ବଢ଼େଇ। ଶେଷରେ ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡ଼ିଲେ। ଦଳବଳ ନେଇ ନିଜ କ୍ଷମତା ଦେଖାଇ ମହେନ୍ଦ୍ର ବାବୁ ନବୀନ ନିବାସରେ ବିଜେଡିରେ ସାମିଲ ହେଲେ। ଆଉ ଲୋକଙ୍କୁ କହିଲେ ତାଙ୍କର ଟିକେଟ୍ ଆଶା ନାହିଁ। ମହେନ୍ଦ୍ର ବାବୁ ଉପରକୁ ଟିକେଟ୍ ଆଶାୟୀ ନୁହେଁ ବୋଲି ଯେତେ କହିଲେ ବି ପଦ୍ମପୁର ଉପରେ ତାଙ୍କର ନଜର ଥିବା କଥା ଚର୍ଚ୍ଚା ହେଉଛି।

author-image
Debendra Prusty
ବଢ଼େଇଙ୍କୁ ନେଇ ବିଜେଡିରେ ଫାଟ!

badhei

ନୂଆପଡ଼ା ଜିଲ୍ଲାରେ ବରିଷ୍ଠ ସରକାରୀ ଅଧିକାରୀ ଥିଲେ ମହେନ୍ଦ୍ର ବଢ଼େଇ। ଶେଷରେ ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡ଼ିଲେ। ଦଳବଳ ନେଇ ନିଜ କ୍ଷମତା ଦେଖାଇ ମହେନ୍ଦ୍ର ବାବୁ ନବୀନ ନିବାସରେ ବିଜେଡିରେ ସାମିଲ ହେଲେ। ଆଉ ଲୋକଙ୍କୁ କହିଲେ ତାଙ୍କର ଟିକେଟ୍ ଆଶା ନାହିଁ। ମହେନ୍ଦ୍ର ବାବୁ ଉପରକୁ ଟିକେଟ୍ ଆଶାୟୀ ନୁହେଁ ବୋଲି ଯେତେ କହିଲେ ବି ପଦ୍ମପୁର ଉପରେ ତାଙ୍କର ନଜର ଥିବା କଥା ଚର୍ଚ୍ଚା ହେଉଛି।

Advertisment

Badhei Padmapur Bjd Politics