barsha
Advertisment
ଶେଷରେ ମହେନ୍ଦ୍ର ବଢ଼େଇ ଧରିଲେ ଶଙ୍ଖ। କର୍ମୀଙ୍କୁ ନେଇ ଶୋଭାଯାତ୍ରା କରି ସାମିଲ ହେଲେ ଦଳରେ। କହିଲେ ଲୋକଙ୍କ ସେବା ପାଇଁ ଆସିଛି ଟିକେଟ୍ ନୁହେଁ। ଅନ୍ୟପଟେ ଆଜି ବର୍ଷା ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି।