Advertisment

ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ତାଙ୍କ ସହ ରାଷ୍ଟ୍ରୀୟ ମୁଖପାତ୍ର ଡ ସମ୍ବିତ ପାତ୍ର ଆଜି ଝାରବନ୍ଧ ବ୍ଲକର ବିଲାସପୁରଠାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ।

ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

jay panda

Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ତାଙ୍କ ସହ ରାଷ୍ଟ୍ରୀୟ ମୁଖପାତ୍ର ଡ ସମ୍ବିତ ପାତ୍ର ଆଜି ଝାରବନ୍ଧ ବ୍ଲକର ବିଲାସପୁରଠାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ।

Advertisment

Padmapur Bjp Baijaynt Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe